କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା- ହାଜର ହେଲେ ୬ କର୍ମଚାରୀ
KIIT Student Suicide Case: କିଟ୍ ବିଶ୍ୱବିଦ୍ୟାଳୟ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ୬ କର୍ମଚାରୀ । ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା କରାଯିବ । କିଟ୍ ଇଣ୍ଟରନ୍ୟାସନାଲ କମିଟି ମୁଖ୍ୟ, ସୁରକ୍ଷା ମୁଖ୍ୟ, ସରକାରୀ ନିର୍ଦ୍ଦେଶକ ହାଜର ହେବେ । ସିନିୟର ହଷ୍ଟେଲ ସୁପରିଟେଣ୍ତେଣ୍ଟଙ୍କ ସହ ୬ ଜଣ ହାଜର ହୋଇଛନ୍ତି ।













Click it and Unblock the Notifications