କିଟ୍ କାଣ୍ଡ ନ୍ୟାୟିକ ତଦନ୍ତ ଦାବି କଲେ ତାରାପ୍ରସାଦ ବାହିନୀପତି
କିଟ୍ କାଣ୍ଡ ନ୍ୟାୟିକ ତଦନ୍ତ ଦାବି କଲେ ତାରାପ୍ରସାଦ ବାହିନୀପତି । ନ୍ୟାୟିକ ତଦନ୍ତ ସହ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ତାରା। ମୁଲତବି ଆଲୋଚନାରେ ଭାଗ ନେଇ ତାରାଙ୍କ ମନ୍ତବ୍ୟ । କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ସିସିଟିଭି ଫୁଟେଜ୍ ଯାଞ୍ଚ ହେଉ କହିଲେ ତାରା । କେତେ ଜଣ IAS, IPSଙ୍କ ପରିବାର ଲୋକେ କିଟ୍ରେ ଚାକିରି କରିଛନ୍ତି ଜଣାପଡ଼ିବ । କେବଳ ନେପାଳି ପିଲାମାନଙ୍କ ପାଇଁ ସାଇନ୍ ଡାଏ କାହିଁକି ହେଲା ।ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଇନି ।













Click it and Unblock the Notifications