କିଟ୍‌ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ: ଅପରାହ୍ନ ୩ଟାରେ ହେବ ଶୁଣାଣି, ହାଜର ହେବେ କିଟ୍‌ର ୮ ଅଧିକାରୀ

କିଟ୍ ପ୍ରସଙ୍ଗରେ ଗୃହରେ ମୁଲତବି ଆଲୋଚନା ଆରମ୍ଭ । ଅପରାହ୍ନ ୩ଟାରେ ଶୁଣାଣି ନେଇ ବିବୃତି ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶୁଣାଣି କରିବେ । ଶୁଣାଣିରେ କିଟର ୮ ଜଣ ଅଧିକାରୀ ହାଜର ହେବେ । ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ହାଜର ହେବାକୁ କୁହାଯାଇଥିଲା ।

Kiit student death case

ଆଜି ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଅଚ୍ୟୁତ ହାଜର ହେବା ଲାଗି ବିଭାଗୀୟ ନିର୍ଦ୍ଦେଶରେ କୁହାଯାଇଛି । କିଟ୍ ଘଟଣାକୁ ନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗୁୁରୁତ୍ୱର ସହ ନେଇଛନ୍ତି । ଯୋଗାଯୋଗରେ ରହି ସବିଶେଷ ତଥ୍ୟ ନେଉଛନ୍ତି କେନ୍ଦ୍ର ସରକାର । ନେପାଳ ସରକାରଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ଆଲୋଚନା କରୁଛନ୍ତି । ମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା କହିଲେ । ୪ଟି ୨୪ ଘଣ୍ଟିଆ ହେଲ୍ପଲାଇନ୍ ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+