କିଟ୍ ଛାତ୍ରୀ ମୃତ୍ୟୁ ଘଟଣା: ପୋଲିସ ରିମାଣ୍ତରେ ଯିବ ଅଭିଯୁକ୍ତ ହାଦବିକ୍‌ ଶ୍ରୀବାସ୍ତବ

KIIT Student Death Case: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବେଶ ଚର୍ଟ୍ଟା, ବାଦ ବିବାଦ ଲାଗି ରହିଛି । ଏହାସହ ସରଗରମ ରହିଛି ରାଜନୈତୀକ ମାହୋଲ । ଏହାରି ମଧ୍ୟରେ ଏହି ମାମଲାକୁ ନେଇ ବର୍ତ୍ତମାନ ରହିଛି ଏକ ବଡ଼ ଅପଡେଟ୍ । ମୁଖ୍ୟ ଅଭିଯୁକ୍ତ ହାଦବିକ୍‌ ଶ୍ରୀବାସ୍ତବକୁ ରିମାଣ୍ତରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିବା ନେଇଁ ସୂଚନା ରହିଛି । ସେହିପରି ମୃତ ଛାତ୍ରୀଙ୍କ ଲାପଟପ, ମୋବାଇଲ ଫୋନରୁ ତଥ୍ୟ ସଂଗ୍ରହ ପାଇଁ ଫରେନସିକ୍ ଲାବକୁ ପଠାଯାଇଛି ।

KIIT Student Death Case

ସୂଚନା ଅନୁସାରେ, ଇନଫୋସିଟି ଥାନା ପୋଲସି ଅଭିଯୁକ୍ତ ହାଦବିକ୍‌ ଶ୍ରୀବାସ୍ତବକୁ ରିମାଣ୍ତରେ ନେଇ ପଚରାଉଚରା କରିବା ପାଇଁ କୋର୍ଟରେ ଆବେଦନ କରିବ । ସେହିପରି କିଟ୍ ଆନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ ଆଇଆରଓ, ହଷ୍ଟେଲ ୱାଡେନକୁ ମଧ୍ୟ ଜେରା କରାଯିବ ଯେଉଁଥି ପାଇଁ ନୋଟିସ୍ ଜାରି କରାଯାଇଛି । ଏହାରି ମଧ୍ୟରେ ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବା ପାଇଁ ମିଳୁଛି ମୃତ ଛାତ୍ରୀଙ୍କ ରୁମ କବାଟ ଭାଙ୍ଗି ଭିତରକୁ ପଶୁଛନ୍ତି ସହପାଠୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+