କିଟ୍ ମାମଲା ;୧୧ମାସ ପୂର୍ବରୁ ଅଭିଯୋଗ କରିଥିଲେ ନେପାଳୀଛାତ୍ରୀ

କିଟ୍ କାଣ୍ଡ ନେଇ ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ଜୀବନ ହାରିବାର ୧୧ ମାସ ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ।

Kiit case

ଏହି ଅଭିଯୋଗରେ ସେକ୍ସୁଆଲ ହାରାସମେଣ୍ଟ ସଂପର୍କିତ ଛାତ୍ରୀ ଅଭିଯୋଗ କରିଥିଲେ । ମନ୍ତ୍ରୀ ଏହି ଉତ୍ତରରେ କହିଛନ୍ତି ଯେ, ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଅଭିଯୋଗ କରିଥିଲେ ସଂପୃକ୍ତ ଛାତ୍ରୀ । ଏନେଇ ସରକାରଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ଜାରି ରଖିଛି ।

ନାରୀ ସୁରକ୍ଷା ପାଇଁ ଗୃହ କମିଟି ଦାବି ଦୋହରାଇଛି କଂଗ୍ରେସ । ଆଜି କଳା ଡ୍ରେସ ପିନ୍ଧି ବାଦ୍ୟଯନ୍ତ୍ର ବଜାଇ କଂଗ୍ରେସ ବିଧାନସଭା ପରିକ୍ରମା କରି ପ୍ରତିବାଦ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+