ଚରମ୍ପା ରିଜର୍ଭ ଲାଇନରୁ ଅପହୃତା ମହିଳା ଉଦ୍ଧାର, ଝୁମ୍ପୁରାରୁ ଅପହରଣକାରୀ ଟ୍ରକ ଡ୍ରାଇଭର ଗିରଫ

ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝର ଝୁମ୍ପୁରାରୁ ଉଦ୍ଧାର । ଧରା ପଡ଼ିଲା ପିଶାଚ ଟ୍ରକ ଡ୍ରାଇଭର। ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଉଦ୍ଧାର ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି । ସୂଚନା ଦେଲେ ଟାଉନ ଥାନା ଅଧିକାରୀ।ଭଦ୍ରକ ଟାଉନ ଥାନା ଚରମ୍ପା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଫାଣ୍ଡି ଛକ ନିକଟରେ ବିଳମ୍ବିତ ରାତିରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଟ୍ରକ ଡ୍ରାଇଭର ଜୋର ଜବରଦସ୍ତ ଗାଡିରେ ଉଠାଇ ନେଇଥିଲା । ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା ।

arrested
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+