SCBରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ
କଟକ: ଏସସିବିରୁ ଡାସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ । ୧୧ ଦିନ ପରେ ସେ SCBରୁ ଡିସଚାର୍ଜ ହୋଇଛନ୍ତି । ମେ'୨୯ ତାରିଖରେ ସେ ଅସୁସ୍ଥ ହୋଇ ସେ କଟକ ବଡ଼ ମେଡିକାଲର ମଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ ।

EVM'ଭଙ୍ଗା ଅଭିଯୋଗରେ ଜଗଦେବଙ୍କୁ ଗିରଫ କରାଯାଇଥିଲା । ହେଲେ ଅସୁସ୍ଥ କାରଣରୁ ତାଙ୍କୁ ଗତ ଶୁକ୍ରବାର ଦିନ କୋର୍ଟ ୩ ଦିନିଆ ଜାମିନ୍ ପ୍ରଦାନ କରିଥିଲେ । ଆଜିଠୁ ୩ ଦିନ ଜାମିନରେ ରହିବେ ପ୍ରଶାନ୍ତ ଜଗଦେବ ।












Click it and Unblock the Notifications