ଦୁର୍ଘଟଣାର ଶିକାର ହେଲେ ଖୋର୍ଦ୍ଧା ସହକାରୀ ଜିଲ୍ଲାପାଳ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଖୋର୍ଦ୍ଧା ସହକାରୀ ଜିଲ୍ଲାପାଳ ଅଶ୍ଵିନୀ ନାୟକ ଦୁର୍ଘଟଣାରେ ଆହତ । ଭୁବନେଶ୍ୱରରୁ ବାଲେଶ୍ଵର ଯାଉଥିବା ବେଳେ ଯାଜପୁର ଜିଲ୍ଲା ମୂଳାପାଳ ନିକଟରେ ଇନୋଭା ଗାଡ଼ିକୁ ପିଟିଥିଲା ଟ୍ରକ। ଏହି ଇନୋଭା ଗାଡିରେ ଯାଉଥିଲେ ସହକାରୀ ଜିଲ୍ଲାପାଳ ଅଶ୍ବିନୀ ନାୟକ । ତାଙ୍କ ସହ ଇନୋଭା ଗାଡି ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ସହକାରୀ ଜିଲ୍ଲାପାଳଙ୍କ ଗୋଡ ହାତ ଭାଙ୍ଗିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

Khordha Assistant District Magistrate

ଦୁର୍ଘଟଣା ସ୍ଥଳରୁ ସ୍ଥାନୀୟ ବ୍ୟକ୍ତି ନିଜ ଗାଡିରେ ସହକାରୀ ଜିଲ୍ଲାପାଳଙ୍କୁ ଧର୍ମଶାଳା ମେଡିକାଲକୁ ଆଣିବା ପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରଯାଇଛି । ସହକାରୀ ଜିଲ୍ଲାପାଳ ଜଣକ ଗେଲ୍‌ ଇଣ୍ଡିଆର କାର୍ଯ୍ୟ ତଦାରଖ କରିବାକୁ ଭୁବନେଶ୍ୱରରୁ ବାଲେଶ୍ଵର ଅଭିମୁଖେ ଯାଉଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+