ରାଜ୍ୟରେ ଉଦଘାଟିତ ହେଲା 'ଖେଲୋ ଇଣ୍ତିଆ' ସେଣ୍ଟର

Odisha News: ରାଜ୍ୟରେ ଉଦଘାଟିତ ହେଲା 'ଖେଲୋ ଇଣ୍ତିଆ' ସେଣ୍ଟର । ୩୦ଟି ଜିଲ୍ଲାର ୩୦ଟି ବିଦ୍ୟାଳୟରେ ଖେଲୋ ଇଣ୍ତିଆ ସେଣ୍ଟର୍ ଖୋଲା ଯାଇଛି ଏନେଇ ସୂଚନା ଦେଲେ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ।

suryabanshi suraj

ସେଣ୍ଟରଗୁଡିକରେ ବାର୍ଷିକ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବ ଏବଂ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ସ୍ଥାନୀୟ ଅଞ୍ଚଳରେ ପୂର୍ବତନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦାୟତ୍ୱ ମିଳିବା ନେଇ ମଧ୍ୟ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+