ଲୁଗା ଦୋରାନରେ ଲାଗିଲା ଭୟଙ୍କର ନିଆଁ
Kendrapada News: କେନ୍ଦ୍ରାପଡାର ଏକ ଲୁଗା ଦୋରାନରେ ଲାଗିଲା ଭୟଙ୍କର ନିଆଁ । କେନ୍ଦ୍ରାପଡ଼ା ବଡହାଟରେ ସ୍ଥିତ ଜୟ ଫ୍ୟାସନରେ ନିଆଁ ଲାଗିଛି । ଭୟଙ୍କର ଅଗ୍ନିକାଣ୍ତରେ ଲୁଗା ପୋଡି ପାଉଁଶ ହୋଇଯାଇଥିବା ନେଇ ସୂଚନା ରହିଛି । ତେବେ କେଉଁ କାରଣରୁ ଦୋକାନରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଅଗ୍ନିକାଣ୍ତ ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଲକ୍ଷାଧିକ ଟଙ୍କରା ଲୁଗା ପୋଡିଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications