KBC: କେବିସିରେ ଓଡ଼ିଶାର ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ନେଇ ପ୍ରଶ୍ନ, ଅମିତାଭ ପଚାରିଲେ
କେବିସିରେ ଓଡ଼ିଶାର ଉପ ମୂଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଶ୍ନ । ଆଜ୍ଞା ହଁ ଲୋକପ୍ରିୟ ଟିଭି ସୋ କୋନ ବନେଗ କୋରଡପତି ରେ ଓଡ଼ିଶାର ମହିଳା ଉପମୁଖ୍ୟମନ୍ତ୍ରୀ ଙ୍କୁ ଆସିଲା ପ୍ରଶ୍ନ ।
ପ୍ରଶ୍ନ କଣ ଥିଲା
ପ୍ରଶ୍ନ ଏହା ଥିଲା ଯେ, ପ୍ରଭାତୀ ପରିଡ଼ା କେଉଁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ? ଆଉ ୪ଟି ଅପସନ୍ ଥିଲା ।
ଗୋଆ, ତ୍ରିପୁରା, ଛତିଶଗଡ ଆଉ ଓଡ଼ିଶା । ଆଉ ପ୍ରତିଯୋଗୀ ସଠିକ୍ ଉତ୍ତର ମଧ୍ୟ ଦେଇଥିଲେ । ଓଡ଼ିଶା D ଅପ୍ସନ୍ ଥିଲା।
In today's episode a question about Hon'ble Deputy CM Smt. @PravatiPOdisha was asked in Kaun Banega Crorepati (KBC) by Shri @SrBachchan . pic.twitter.com/8PFzmn4gqK
— Office of DCM,Odisha (Smt Pravati Parida) (@dcmo_pravati) October 28, 2024
ହଟ ସିଟ ରେ ବସିଥିବା ପ୍ରତିଯୋଗୀଙ୍କୁ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ ଯେ, ଆଉ ସେ ସଠିକ ଉତ୍ତର ଦେଇଥିଲେ । ଏଇ ପ୍ରଶ୍ନ ସୁପର ସାନଡୁକ୍ ପ୍ରଶ୍ନ ଥିଲା ।













Click it and Unblock the Notifications