ଭିଜିଲାନ୍ସ ଜାଲରେ ତହସିଲଦାର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ

କରଞ୍ଜିଆ:ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ବାସଭବନ, କରଞ୍ଜିଆ ତହସିଲ୍ କାର୍ଯ୍ୟାଳୟ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଚଢାଉ କରାଯାଇଥିବା ନେଇ ସୂଚନା ରହିଛି ।

karnjia tehsildar
ସୂଚନା ଅନୁସାରେ, ଆଜି ସକାଳ ୭ଟାରୁ ଚାର୍ଲସ ନାୟକଙ୍କ ସରକରୀ ବାସଭବନ ସହ କରଞ୍ଜିଆ ସ୍ଥିତ ତହସିଲ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏହା ସହିତ ଚାର୍ଲସଙ୍କ ଭଦ୍ରକ ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କେତେ ସମ୍ପତ୍ତି ଠୁଳ ହୋଇଛି ସେ ନେଇ କୌଣସି ତଥ୍ୟ ପ୍ରକାଶ ପାଇ ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+