କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ମାମଲା ; ଜଣେ ଯାତ୍ରୀ ମୃତ

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା। ସାମ୍ନାକୁ ଆସିଲା ମୃତାହତଙ୍କ ସୂଚନା। କାମାକ୍ଷା ଏକ୍ସପ୍ରେସ ନେଲା ଯାତ୍ରୀଙ୍କ ଜୀବନ। ବର୍ତ୍ତମାନ ସୁଦ୍ଧା ଜଣେ ଯାତ୍ରୀଙଅକ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଏସସିବି କର୍ତ୍ତୃପକ୍ଷ।

Kamakhya Express

ଆଉ ୨ ଜଣ ଆହତଙ୍କୁ ଏସସିବିରେ ଚିକିତ୍ସା କରାଯାଉଛି। ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପ୍ରାଥମିକତା ଦିଆଯାଉଛି। ଦିନ ପ୍ରାୟ ୧୧ ଟା ୫୪ ମିନିଟରେ କାମାକ୍ଷା ଏକ୍ସପ୍ରେସ ଚୌଦ୍ୱାର ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହୋଇଛି।

୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଆଉ ସମସ୍ତ ୧୧ଟି ବଗି ଏସି କୋଚ୍ ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ପୂର୍ବତଟ ରେଳପଥ ପ୍ରବନ୍ଧକ, ଖୋର୍ଦ୍ଧା DRM ମଧ୍ୟ ଉପସ୍ଥିତ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଲଓ୍ୱେ ସିପିଆରଓ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+