ଟ୍ବିନ୍‌ ସିଟିରେ କାଳବୈଶାଖୀ ବର୍ଷା; ଭୁବନେଶ୍ବର ଓ କଟକରେ ହାଲୁକା ପବନ ସହ ବର୍ଷା 

ଟ୍ବିନ୍‌ ସିଟିରେ କାଳବୈଶାଖୀ ବର୍ଷା । ଭୁବନେଶ୍ବର ଓ କଟକରେ ହାଲୁକା ପବନ ସହ ବର୍ଷା । ଆଜିଠାରୁ ରାଜ୍ଯରେ ବଢ଼ିବ ବର୍ଷାର ପରିମାଣ । ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା । କେନ୍ଦୁଝର, ମୟୂରଭଂଜ, ବାଲେଶ୍ଵର ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ୧୮ ଯାଏଁ ବର୍ଷା ସମ୍ଭାବନା ।

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ୧୮ ତାରିଖ ଯାଏଁ ରହିବ କାଳବୈଶାଖୀ ପ୍ରଭାବ । ଏଭଳିକି କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

Kalabaisakhi rain in Twin Cities

ସେହିଭଳି ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ୪୦ରୁ ୫୦ କିଲୋମିଟର ବେଗରେ ଝଡ ପବନ ସହ ହାଲୁକା ବର୍ଷାର ସମ୍ଭାବନା ରହିଛି ।

କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଢେଙ୍କାନାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାକୁ ବାଦ୍ ଦେଲେ ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+