କୋଲକାତାରେ କାଳ ବୈଶାଖୀ: କୋଲକାତା ଯାଉଥିବା ୮ ବିମାନ ଭୁବନେଶ୍ବରରେ ଓହ୍ଲାଇଲା

କୋଲକାତାରେ କାଳ ବୈଶାଖୀ, ଭୁବନେଶ୍ବରରେ ଓହ୍ଲାଇଲା ବିମାନ । କୋଲକାତା ଯାଉଥିବା ୮ ବିମାନ ଭୁବନେଶ୍ବରରେ ଓହ୍ଲାଇଲା। ୮ ବିମାନ ମଧ୍ୟରୁ ୬ଟି ବିମାନ କୋଲକାତା ଫେରିଛି । ଆଉ ୨ ବିମାନ ଭୁବନେଶ୍ବର ବିମାନ ବନ୍ଦରରେ ଏବେ ବି ରହିଛି । ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ।

Kala Baisakhi in Kolkata 8 Kolkata-bound flights land in Bhubaneswar

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+