କରୋନା ଯୁଦ୍ଧରେ ହାରିଗଲେ ସାମ୍ବାଦିକ ପ୍ରଦୀପ ଘିୱାଲା

କରୋନା ଯୁଦ୍ଧରେ ହାରିଗଲେ ସାମ୍ବାଦିକ ପ୍ରଦୀପ ଘିୱାଲା । ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି ।

ଅନୁଗୁଳ: କରୋନା ଯୁଦ୍ଧରେ ହାରିଗଲେ ସାମ୍ବାଦିକ ପ୍ରଦୀପ ଘିୱାଲା । ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି । ରାଜ୍ୟ ଏକ ଘରୋଇ ଟେଲଭିଜନ ଚ୍ୟାନେଲରେ କାର୍ଯ୍ୟରକ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

Journalist

ଆଠମଲ୍ଲିକରେ ଜୁନ୍ ୧ରେ ସେ କରୋନା ଟିକା ନେଇଥିଲେ । ତା ପରଠାରୁ ସେ ଅସୁସ୍ଥ ହୋଇପଡିଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ଜାରି ରହିଥିଲା । ତେବେ ଆଜି ଅପରାହ୍ନରେ ପ୍ରଦୀପ ସବୁଦିନ ପାଇଁ ଆଖି ବୁଜିଛନ୍ତି ।

ଅସମୟରେ ତାଙ୍କର ଏହି ବିୟୋଗ ସାମ୍ବାଦିକ ମହଲରେ ଶେକର ଛାୟା ଖେଳାଇ ଦେଇଛି । ଏବେ ତାଙ୍କ ପରିବାରରେ ପତ୍ନୀ ଓ ଏକମାତ୍ର ଝିଅ ଓ ପତ୍ନୀ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+