ବଡ ଦୁର୍ଘଟଣାରୁ ରହିଗଲା ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଟ୍ରେନ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଦୁର୍ଘଟଣାରୁ ବର୍ତ୍ତିଯାଇଛି । ଟ୍ରେନଟି ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ସଟ ସର୍କିଟ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ତେବେ ଇଲେକ୍ଟ୍ରି ତାର ଯୋଗୁ ବିଭିନ୍ନ ସ୍ଥାନରେ ଚାର୍ଜ ହୋଇଯାଇଥିଲା ।

Jharsuguda-Goundia passenger train

ବଗି ଗୁଡ଼ିକର ବୈଦ୍ୟୁତିକ ସରଞ୍ଜାମ ଗୁଡିକ ମଧ୍ୟ ଚାର୍ଜ ହୋଇଯାଇଥିବା ବେଳେ ଫୁଟିବାକୁ ଲାଗିଥିଲା । ପ୍ରବଳ ଶବ୍ଦରେ ଲୋକେ ଆତଙ୍କିତ ହୋଇ ଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ରେଳବାଇ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମରାମତି ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+