ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ ସେସନ-୧ । ମୋଟ ୧୪ ଜଣ ୧୦୦ ପର୍ସେଣ୍ଟାଇଲ ରଖି କୃତକାର୍ଯ୍ୟ ହୋଇଛନ୍ତି । ୧୪ ଜଣଙ୍କ ମଧ୍ୟରେ ୧୩ ଜଣ ପୁଅ ଏବଂ ଜଣେ ଝିଅ । ୧୨.୫୮ ଲକ୍ଷ ପିଲା ଜେଇଇ ମେନ୍ ସେସନ-୧ ପରୀକ୍ଷା ଦେଇଥିଲେ ।