ପ୍ରକାଶ ପାଇଲା JEE ଆଡ୍ଭାନ୍ସ ରେଜଲ୍ଟ, ପ୍ରଥମ ସ୍ଥାନରେ ରଜିତ ଗୁପ୍ତା
ପ୍ରକାଶ ପାଇଲା JEE ଆଡ୍ଭାନ୍ସ ରେଜଲ୍ଟ ୨୦୨୫ । jeeadv.ac.inରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପାସ୍ କରିଛନ୍ତି ୫୪ ହଜାର ୩୭୮ ଛାତ୍ରଛାତ୍ରୀ । IIT ଦିଲ୍ଲୀ ଜୋନ୍ର ରଜିତ ଗୁପ୍ତା ପ୍ରଥମ ସ୍ଥାନ ହାସଲ କରିଛନ୍ତି ।













Click it and Unblock the Notifications