Get Updates
Get notified of breaking news, exclusive insights, and must-see stories!

କ୍ରସ୍‌ ଭୋଟିଂ ନାହିଁ କହିଲେ ଜୟନାରାୟଣ ମିଶ୍ର

ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା , ବଡ଼ ବ୍ୟବଧାନରେ ଆମେ ନିଶ୍ଚୟ ଜିତିବୁ । କ୍ରସ ଭୋଟିଂର ଭୟ ନାହିଁ , ଏଠି ବିବେକ ଅନୁମୋଦିତ ଭୋଟ୍‌ ଦିଆ ଯାଇଛି । ଆଉ କିଛି ସମୟ ଅପେକ୍ଷା କରନ୍ତୁ ଫଳାଫଳ ଜଣାପଡ଼ିଯିବ । ବିଜେଡିର ଅଭିଯୋଗକୁ ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି । ସେ କଟାକ୍ଷ କରି କହିଛନ୍ତି , ବିଜେଡି କଣ ଅଭିଯୋଗ କରିବ ? ଏଇ ଚବିଶ ବର୍ଷ ଭିତରେ ଯେତେଥର ଭୋଟ୍‌ ହୋଇଛି , ପ୍ରତି ଭୋଟ୍‌ରେ ବିଜେଡି ଘୋଡ଼ା ବେପାର କରିଛି । ସେଥିପାଇଁ ମୁଁ କହୁଛି କାମଳ ରୋଗୀଙ୍କୁ ସବୁ ହଳଦିଆ ଦିଶିଲା ପରି ନବୀନ ବାବୁଙ୍କୁ ସବୁ ହଳିଦିଆ ଦିଶୁଛି ।

Jayanarayan Mishra
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+