ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ କହି ତାଚ୍ଛଲ୍ୟ କଲେ ଜୟନାରାୟଣ

ଗତ କିଛିଦିନ ହେବ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଜି ବିଜେଡିକୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ କହି ତାଚ୍ଛଲ୍ୟ କଲେ ଜୟନାରାୟଣ ।

Jayanarayan

ସେ କାଉଣ୍ଟର କରି କହିଛନ୍ତି, BJD ମରିଯାଉଥିବା ଲୋକେ କହୁଛନ୍ତି । ସେମାନେ ବଞ୍ଚେଇବା ପାଇଁ ସୋ' କରୁଛନ୍ତି । ନବୀନଙ୍କ ଯେଉଁ ଅଂହ ଥିଲା ଟିକେ କଟିଛି, ଲୋକଙ୍କୁ ଭେଟିବା କଥା ବୋଲି କଟାକ୍ଷ କରିଛନ୍ତି । ଦଳ ନମରିବି ବଞ୍ଚିକି ଥାଉ, ସାଲାଇନ ଦରକାର ହେଲେ ଆମେ ଦେବୁ । କୌଣସି ସଂଗଠିତ କ୍ରାଇମ୍‌ ଓଡ଼ିଶାରେ ନାହିଁ । ମାଫିଆ ଥିଲେ, ଆଜି ନାହିଁ । ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଯାହା କରିଥିଲେ ଆମେ କରିନୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+