ବିଧାନସଭାରେ ଶପଥ ନେଲେ ଜୟ ଢୋଲକିଆ

ବିଧାନସଭାରେ ଶପଥ ନେଲେ ଜୟ ଢୋଲକିଆ। ଶପଥ ପାଠ କରାଇଲେ ବାଚସ୍ପତି ସୁରମା ପାଢ଼ୀ। ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ନେଲେ ଶପଥ ।

ବିଧାନସଭାରେ ନବ ନିର୍ବାଚିତ ନୂଆପଡା ବିଧାୟକ ଜୟ ଢ଼ୋଲକିଆ ଶପଥ ନେଇଛନ୍ତି। ବାଚସ୍ପତି ସୁରମା ପାଢ଼ି ତାଙ୍କୁ ପଦ ଓ ଗୋପନୀୟତାରେ ଶପଥ ପାଠ କରାଇଛନ୍ତି।

Jay Dholakia takes oath in the Assembly
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+