ନବମ ରାଉଣ୍ଡ ଗଣତି ଶେଷରେ ଜୟ ଢୋଲକିଆ ୩୦୦୦୦ ରୁ ଅଧିକ ଭୋଟରେ ଆଗୁଆ

ନବମ ରାଉଣ୍ଡ ଗଣତି ଶେଷରେ ଜୟ ଢୋଲକିଆ ୩୦୦୦୦ ରୁ ଅଧିକ ଭୋଟରେ ଆଗୁଆ। ଢୋଲକିଆ ୪୫,୨୫୧ ଭୋଟ୍ ପାଇଥିବା ବେଳେ ସ୍ନେହା ଙ୍ଗିନି ୧୪, ୭୮୪ ଭୋଟ ଓ ଘାସିରାମ ୧୧୯୫୭ ଭୋଟ ପାଇଛନ୍ତି।

JaY Dholakia leads by over 30000 votes

କାହାର ହେବ ନୂଆପଡ଼ା ? କିଏ ମାରିବ ବାଜି ? କାହା ସପକ୍ଷରେ ନୂଆପଡା ଜନାଦେଶ । ଗଡ ବଜାୟ ରଖିବ ବିଜେଡି ? ନା ବାଜି ପଲଟାଇବ ବିଜେପି । ନାଁ ନିର୍ବାଚନ ଜିତି କଂଗ୍ରେସକୁ ବିଜୟ ସ୍ବାଦ ଚଖାଇବେ ଘାସିରାମ । ବାସ୍‌ ଆଉ କିଛି ଘଣ୍ଟାର ଅପେକ୍ଷା ଜଣାପଡିବ ଫଳାଫଳ । ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ 2 ଲକ୍ଷ 54 ହଜାର 497 ଜଣ ଭୋଟର ରହିଥିବା ବେଳେ ଭୋଟ ଦେଇଛନ୍ତି 2 ଲକ୍ଷ 12 ହଜାର 385 ଜଣ । ସେଥି ମଧ୍ୟରୁ ମହିଳା ଭୋଟ ସଂଖ୍ୟା 1 ଲକ୍ଷ 8 ହଜାର 563 ରହିଥିବା ବେଳେ ପୁରୁଷ ଭୋଟ ସଂଖ୍ୟା ରହିଛି 1 ଲକ୍ଷ 3 ହଜାର 817 ଜଣ । ସକାଳ 8ଟାରୁ ଭୋଟ ଗଣତି । ପ୍ରଥମେ ବାଲାଟ୍ ଭୋଟ ପରେ ଇଭିଏମ୍ ଭୋଟ ଗଣତି ଚାଲିଛି । ନୂଆପଡ଼ା ନ୍ୟାସନାଲ୍ କଲେଜରେ ଗଣତି ପ୍ରକ୍ରିୟା ।

ନୂଆପଡା ଉପନିର୍ବାଚନ; ଦଶମ ରାଉଣ୍ଡ
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ: 50333 ଭୋଟ୍

ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ: 17101 ଭୋଟ୍

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ: 13751 ଭୋଟ୍

ବିଜେପିର ଜୟ ଢୋଲକିଆ 33232 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀଙ୍କଠୁ ଆଗୁଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+