ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତାଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ , ଜଣେ ମୃତ
ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତାଙ୍କ କାର୍ ଦୁର୍ଘଟଣା, ଜଣେ ମୃତ
ଆଠଗଡ଼: ଗତକାଲି ରାତିରେ କଟକ ଆଠଗଡ଼ ବ୍ଲକ୍ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣି ପଣ୍ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ବାଇକ୍ -କାର ମୁହାମୁହିଁ ଧକ୍କା । ବାଇକ୍ ଆରୋହୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ରାଜନଗର ଗାଁର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା ।














Click it and Unblock the Notifications