ଅନୁଗୁଳରେ ଜାପାନିକ୍ ରୋଗ ଆତଙ୍କ, ସଜାଗ ହେଲା ସ୍ବାସ୍ଥ୍ୟ ବିଭାଗ

ଚନ୍ତା ବଢିଲା ଜାପାନିଜ୍ ରୋଗ । ଏବେ ଅନୁଗୁଳରେ ଜାପାନିଜ୍ ରୋଗ ଆତଙ୍କ । ଓଡ଼ିଶାରେ ପୁଣି ଜାପାନିଜ୍ ଏନକାଫାଲିଟିସ୍ ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗରେ ଅନୁଗୁଳ ଜିଲ୍ଲାର ୨ଜଣ ପୀଡ଼ିତ ଥିବା ନେଇ ସମ୍ଭାବନା ଥିବା ସନ୍ଦେହ ହେବା ଫଳରେ ଏ ନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଛି ।

Japanese

ଅନୁଗୁଳରେ କେଉଁ ପରିସ୍ଥିତିରେ ଜେଇରେ ଦୁଇ ଶିଶୁ ଆକ୍ରାନ୍ତ ହେଲେ ଓ ଏହାର ପ୍ରକୃତ କାରଣ କ'ଣ ରହିଛି ଏହାର କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗରୁ ଏକ ଟିମ୍ ଅନୁଗୁଳ ଗସ୍ତରେ କିଛି ଦିନ ପୂର୍ବରୁ ଆସିଥିଲେ । ସେମାନେ ଜିଲ୍ଲାରେ ମ୍ୟାଲେରିଆ ଠାରୁ ଆରମ୍ଭ କରି ଜେଇ ସମ୍ପର୍କରେ ତଥ୍ୟ ହାସଲ କରିବେ । ଆଉ ଏହାର ମୁକାବିଲା ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବେ ।

ଗତ କିଛି ବର୍ଷ ପୂର୍ବେ ରାଜ୍ୟରେ ମାଲକାନଗିରିରେ ଜେଇ ଆତଙ୍କ ସୃଷ୍ଟି କରିଥିଲା । ସେଠାରେ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଶତାଧିକ ପୀଡ଼ିତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଆରଏମଆରସି ପକ୍ଷରୁ ଏହାର କାରଣ ଖୋଜା ଯାଇଥିଲା । ଘୁଷୁରୀ ପାଇଁ ଏହି ରୋଗରେ ଶିଶୁମାନେ ପୀଡ଼ିତ ହେଉଥିବାବେଳେ ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+