Get Updates
Get notified of breaking news, exclusive insights, and must-see stories!

୨୦୨୫ ଜାନୁଆରୀ ଥିଲା ଅପରାଧର ମାସ, ୧୧୧ଟି ହୋଇଛି ହତ୍ୟା

Crime News: ୨୦୨୫ ଜାନୁଆରୀ ଥିଲା ଅପରାଧ ମାସ । ଉକ୍ତ ମାସରେ ହୋଇଛି ୧୧୧ଟି ହତ୍ୟା, ୨୦ଟି ଡକାୟତି, ୧୫୦୯ଟି ଚୋରି । ୧୦୧ ଦଙ୍ଗା, ୧୯୪ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୯୭ ଯୌନ ନିର୍ଯ୍ୟାତନା, ୧୪୯ ମହିଳା ଅସଦାଚରଣ, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ ଟି ମହିଳାଙ୍କୁ ହଇରାଣ କରିବା ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି ।

Odisha Crime

ସେହିପରି ଗତ ବର୍ଷ ଅର୍ଥାତ୍ ୨୦୨୪ ରେ ୧୨୫୮ ହତ୍ୟା ହୋଇଥିବା ବେଳେ ୩୫୬ ଡକାୟତି, ୧୭୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏନେଇ ଆଜି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+