ଜଳେଶ୍ୱର ଜାତୀୟ ରାଜପଥରେ ଓଲଟିଲା ବସ୍, ୮ ଯାତ୍ରୀ ଗୁରୁତର
ଜଳେଶ୍ୱର:ଜାତୀୟ ରାଜପଥରେ ଦୁର୍ଘଟଣା । ବସ୍ ଓଲଟି ୮ ଗୁରୁତର । ଆମ୍ବଳିଅଠା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ ଜଳେଶ୍ୱର ଓ ୫ ଜଣଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ କୋଲକାତା ଯାଉଥିବା ନେଇ ସୂଚନା ।













Click it and Unblock the Notifications