ବଦଳିଲା ଯାଜପୁର ମେଡିକାଲ କଲେଜ ନାଁ
Jajpur Medical Colllege: ବଦଳିଲା ଯାଜପୁର ମେଡିକାଲ କଲେଜ ନାଁ । ଯଯାତିକେଶରୀ ମେଡିକାଲ କଲେଜର ନାଁ ବଦଳାଯାଇ ମହାରାଜ ଯଯାତିକେଶରୀ ମେଡିକାଲ କଲେଜ ରଖଯାଇଥି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଲୋକର୍ପଣ କରିଥିଲେ । ରାଜନେତା, ଗବେଷକ ଏବଂ ବିଭିନ୍ନ ବର୍ଗର ଲୋକ ଏହି ନୂଆ ନାମକରଣକୁ ସ୍ୱାଗତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ମେଡିକାଲ କଲେଜର ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ ଏହି କଲେଜର ନାଁ ପରିବର୍ତ୍ତନ କରିଥିଲେ ।












Click it and Unblock the Notifications