ଯାଜପୁର ବିଧାୟିକା ଦେଲେ ବଡ ବୟାନ, କହିଲେ ମୋର ଇସ୍ତଫା ଦେବାର ନାହିଁ

ମୋର ଇସ୍ତଫା ଦେବାର ନାହିଁ କାହିଁକି ଏମିତି କହିଲେ ଯାଜପୁର ବିଧାୟିକା ସୁଜାତା ସାହୁ । କାଲି ଯାଜପୁରରେ ବିଜେଡି ନେତା ବବି ଦାସଙ୍କ ରଣହୁଙ୍କାର ପରେ ଆଜି ଯାଜପୁର ବିଧାୟିକା ସୁଜାତା ସାହୁ ଦେଇଛନ୍ତି ଏକ ବଡ଼ ବୟାନ ।

Sujata Sahu

ସେ କହିଛନ୍ତି ମୋର ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ । ଯାହାଙ୍କ ପାଇଁ ମୁଁ ଏ ଯାଏ ଆସିଛି, ସେମାନେ ଏ କଥା କହିନାହାନ୍ତି । ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୁଜତା ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, 'ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ କହିନାହାନ୍ତି । ସେ ଯାଜପୁର ପାଇଁ ଲଢ଼ିବେ କହିଛନ୍ତି, ଉପନିର୍ବାଚନରେ ନୁହେଁ' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+