ବ୍ୟାଟିରୀ ଗାଡ଼ି ମାନୁଫ୍ୟାକଚରିଂ ୟୁନିଟରେ ଅଗ୍ନିକାଣ୍ତ

ବ୍ୟାଟିରୀ ଗାଡ଼ି ମାନୁଫ୍ୟାକଚରିଂ ୟୁନିଟରେ ଅଗ୍ନିକାଣ୍ତ

ଯାଜପୁର: ବ୍ୟାଟେରୀ ଗାଡ଼ି ମାନୁଫ୍ୟାକଚରିଂ ୟୁନିଟରେ ଅଗ୍ନିକାଣ୍ତ । ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ଏକ ବ୍ୟାଟେରି ଗାଡ଼ି ସୋ'ରୁମରେ ଅଗ୍ନିକାଣ୍ତ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ଯୋଗୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଦମକଳ ବିଭାଗର ୨ଟି ଗାଡି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । କ୍ଷୟକ୍ଷତିର ସ୍ପଷ୍ଟ ଚିତ୍ର ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

jajpur: Fire

ସୂଚନା ଅନୁସାରେ, ଆଜି ସକାଳୁ ଯାଜପୁର ଜିଲ୍ଲା ସ୍ଥିତ ବଡ଼ଚଣାଠାରେ ଥିବା ଇଭିଇ ସ୍କୁଟର ମାନୁଫ୍ୟାକଚରିଂ ୟୁନିଟରେ ଘଟିଛି ଅଗ୍ନିକାଣ୍ତ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଥିବା ନେଇ ସନ୍ଦେହ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସ୍ପଷ୍ଟ ସୂଚାନା ମିଳିପାରି ନାହିଁ । ଦୀର୍ଘ ଦିନ ଦିନ ହେବ ଏଠାରେ ବିଦ୍ୟୁତ ସ୍କୁଟର ମ୍ୟାନୁଫ୍ୟାକକରିଙ୍ଗ ୟୁନିଟ ଚାଲୁ ରହିଥିଲା । ଏ ନେଇ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+