ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ୪ଟାରେ ଆରମ୍ଭ ହେବ ରଥଟଣା
ଆସନ୍ତା କାଲି ଅପରାହ୍ନ ୪ଟାରେ ଆରମ୍ଭ ହେବ ପୁରୀରେ ରଥଟଣା। ଏନେଇ ସୂଚନା ଦେଲେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କହିଲେ ନୀତିନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟ କରାଯିବ।

ମଙ୍ଗଳାର୍ପଣ ପରେ ପହଣ୍ଡି ନୀତି ଆଗକୁ ବଢ଼ିବ। ସକାଳ ୯ଟାରୁ ସାଢ଼େ ୯ଟା ଭିତରେ ପହଣ୍ଡି ହେବ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ।












Click it and Unblock the Notifications