ରଥଯାତ୍ରା ପୂର୍ବରୁ ଗଡିବ 'ଜଗନ୍ନାଥ ଏକ୍ସପ୍ରେସ୍', ଖୁବ୍ ଶୀଘ୍ର ଆସିବ 'ବନ୍ଦେ ଭାରତ ଏକ୍କପ୍ରେସ୍'
ରଥଯାତ୍ରା ପୂର୍ବରୁ ଗଡିବ 'ଜଗନ୍ନାଥ ଏକ୍ସପ୍ରେସ୍', ଖୁବ୍ ଶୀଘ୍ର ଆସିବ 'ବନ୍ଦେ ଭାରତ ଏକ୍କପ୍ରେସ୍'
ଭୁବନେଶ୍ୱର: ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ଗଡିବ 'ଜଗନ୍ନାଥ ଏକ୍ସପ୍ରେସ୍' । ଭୁବନେଶ୍ୱର ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଅର୍ଥାତ ଆଜି ଘୋଷଣା କରିଛନ୍ତି । ରେଳ ମନ୍ତ୍ରୀ କହିଛନ୍ତି 'ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ 'ଜଗନ୍ନାଥ ଏକ୍ସପ୍ରେସ୍' । ତେବେ ଏହି ଟ୍ରେନର ଡିଜାଇନ୍ ଓ ରୂପରେଖ ଫାଇନାଲ ହୋଇ ସାରିଛି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବ ଏହି ଏକ୍ସପ୍ରେସ । ଏହି ସ୍ପେସାଲ ଟ୍ରେନ ରାଜ୍ୟର କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ଗଡ଼ିବ ସେ ନେଇ ବର୍ତ୍ତମାନ କୌଣସି ସୂଚନା ଦିଆଯାଇ ନାହିଁ ।













Click it and Unblock the Notifications