ପ୍ରତି ପଞ୍ଚାୟତରେ ହେବ ଜଗନ୍ନାଥ ବାଟିକା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ସୂଚନା।। ରଥକାଠ ଅଭାବକୁ ପୂରଣ କରିବ ଜଗନ୍ନାଥ ବାଟିକା। ନିମାପଡ଼ାରେ ୧୦୫ ଏକର ସରକାରୀ nbsp;ଜମି nbsp;ଚିହ୍ନଟ nbsp;।