Get Updates
Get notified of breaking news, exclusive insights, and must-see stories!

ରାତି ପାହିଲେ ବାହୁଡ଼ାଯାତ୍ରା: ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ରାତି ପାହିଲେ ବାହୁଡ଼ାଯାତ୍ରା, ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂରତି । ନବଦିନାତ୍ମକ ଯାତ୍ରା ସାରି ରାତି ପାହିଲେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧା ମୂରତି । ଶରଧାବାଲି ଓ ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ଼ । ଶୃଙ୍ଖଳିତ ବାହୁଡ଼ା ନୀତି ଉପରେ ଶ୍ରୀମନ୍ଦିର ପ୍ରଶାସନ ଜୋର ଦେଇଥିବାବେଳେ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ଫୋକସ୍ କରିଛି ପୋଲିସ୍ ପ୍ରଶାସନ । ସେପଟେ ଆଜି ନବମୀ ତିଥିରେ ଲକ୍ଷାଧିକ ଭକ୍ତ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଏବର୍ଷର ଶେଷ ଦର୍ଶନ କରିଛନ୍ତି ।

jagannath Bahuda Yatra

ଜୁଲାଇ ୧୫ ଅର୍ଥାତ୍ ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ଏହା ପୂର୍ବଦିନ ଆଡ଼ପମଣ୍ଡପରେ ଶେଷ ଦର୍ଶନ ଭାବେ ଅଗଣିତ ଭକ୍ତ ସନ୍ଧ୍ୟା ଦର୍ଶନ କରିଥାନ୍ତି । କିନ୍ତୁ ବଗତ କିଛି ବର୍ଷ ହେଲା ବାହୁଡ଼ା ଯାତ୍ରା ଓ ପହଣ୍ଡି ବିଳମ୍ବ ଆଳରେ ସନ୍ଧ୍ୟା ଦର୍ଶନ ବନ୍ଦ କରି ଦିଆଯାଉଛି । ଚଳିତବର୍ଷ ବି ଭକ୍ତ ସନ୍ଧ୍ୟା ଦର୍ଶନର ସୁଯୋଗ ପ୍ଧବନଥିଲେ । ରବିବାର ସନ୍ଧ୍ୟା ୫ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+