ଛାତରୁ ପଡ଼ି ଆଇଟିଆଇ ଛାତ୍ର ମୃତ

ରାଉରକେଲା: ହଷ୍ଟେଲ ଛାତରୁ ପଡି ITI ଛାତ୍ରଙ୍କ ମୃତ୍ୟୁ। ଘଟଣା ଘଟିଛି ଜଗଦାସ୍ଥିତ ଘରୋଇ ITI କଲେଜ। ମୃତ ଛାତ୍ରଙ୍କ ଘର ହତୀବାରି ବଂଶଯୋର ଗାଁରେ। କାହିଁକି ଓ କେଉଁ ପରିସ୍ଥିତିରେ ଛାତରୁ ପଡିଲେ କାରଣ ଅସ୍ପଷ୍ଟ ରହିଛି । (୨୨। ସେ ଆଇ ଟି ଆଇ ଫିଟର ଟ୍ରେଡ଼ର ପ୍ରଥମ ବର୍ଷର ଛାତ୍ର। ଅନ୍ୟ ଛାତ୍ରଙ୍କ କହିବାନୁଯାୟୀ ଅତୁଲିୟାନ୍ ଆଇଟିଆଇ ଉପରେ ଥିବା ହଷ୍ଟେଲରେ ରହିଥିଲେ। ଗତକାଲି ସନ୍ଧ୍ୟାରୁ ତାଙ୍କୁ ହଷ୍ଟେଲରେ ଦେଖିବାକୁ ମିଳିନଥିଲା ।

student

ତାତିରେ ଖାଇବାକୁ ଅନ୍ୟ ଛାତ୍ରମାନେ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତିରେ ତାଙ୍କୁ ହଷ୍ଟେଲକୁ ଲାଗିଥିବା ଅନ୍ୟ ଛାତରୁ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ।

ଘଟଣାସ୍ଥଳରୁ ପୁଲିସ ମୃତ ଛାତ୍ରଙ୍କର ମୋବାଇଲ ଓ ଇଅର୍ ଫୋନ ଜବତ କରିଛି। ସମ୍ଭବତଃ ମୋବାଇଲରେ କଥା ହେଉଥିଲା ବେଳେ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ମୃତ ଛାତ୍ର ସାଙ୍ଗରେ ରହୁଥିବା ଅନ୍ୟ ଛାତ୍ରଙ୍କ ବୟାନ ଆଧାରରେ ତଦନ୍ତ ଚଳାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+