ବଣିକ କୋଚିଂ ସେଣ୍ଟରରେ ଆଇଟି ରେଡ୍

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବଣିକ କୋଚିଂ ସେଣ୍ଟରରେ ଆଇଟି ରେଡ୍ । ରାତି ପ୍ରାୟ ୪ଟା ସମୟରୁ ଆୟକର ବିଭାଗ ଚଢାଉ କରୁଥିବା ନେଇ ସୂଚନା ରହିଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଥିବା ନେଇ ଖବର ରହିଛି । ଗତବର୍ଷ ମଧ୍ୟ ଟିକସ୍ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଉକ୍ତ କୋଚିଂ ସେଣ୍ଟରରେ ରେଡ୍ କରିଥିଲା ।

IT Raid At Vanika Coaching

ସୂଚନା ଅନୁସାରେ, ଟିକସ୍ ଫାଙ୍କିବା ଅଭିଯୋଗରେ ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟର, ଭୁବନେଶ୍ୱର ଘର ସହ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍ ହେଉଛି । ଗତବର୍ଷ ମଧ୍ୟ ଏହି ସମାନ କୋଚଂ ସେଣ୍ଟରରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଗତଥର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କୋଟିଂ ସେଣ୍ଟରର ଜିନିଷପ୍ର ମଧ୍ୟ ସିଲ୍ କରାଯିବାସ ସୁବ୍ରତ ଛାଟୋଇଙ୍କୁ ପଚରଉଚରା ମଧ୍ୟ କରାଯାଇଥିଲା ।

ସୂଚନାଥାଉ ଯେ, ଗତବର୍ଷ ବଣିକ ନାଁରେ କେତୋଟି ଇନଷ୍ଟିଚ୍ୟୁଟ୍ ଖୋଲାଯାଇଛି, କେଉଁ କେଉଁ କୋର୍ସ ରହିଛି, କେତେ ଛାତ୍ରଛାତ୍ରୀ ଏଠା ପାଠ ପଢୁଛନ୍ତି ଏବଂ କୋର୍ସ ପିଛା ପିଲାଙ୍କଠୁ କେତେ ଟଙ୍କା ନିଆଁ ଯାଉଛି, ବାର୍ଷିକ କେତେ ଲାଭ ହେଉଛି ଏ ସମସ୍ତ ପ୍ରଶ୍ନ ଯାଞ୍ଚ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+