୨୦୨୫ରେ ତିଥି ବାହାରେ ୬୮ ସ୍ଥାନରେ ଇସ୍କନ ରଥଯାତ୍ରା କରିଛି, ଗଜପତି ମହାରାଜା
ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ପ୍ରେସ୍ମିଟ୍ । ଇସ୍କନ ପାଖକୁ ପ୍ରାୟ ୧୦୦ ପୃଷ୍ଠାର ଦସ୍ତାବିଜ ପଠାଯାଇଛି ।ବିଦ୍ବାନମାନଙ୍କ ମତକୁ ନେଇ ପ୍ରସ୍ତୁତ ଦସ୍ତାବିଜ ପଠାଯାଇଛି । ପ୍ରାୟ ୫୦ ବର୍ଷ ହେଲା ବଡ଼ ଭୁଲ ହୋଇ ସାରିଛି, ୧୯୬୭ରୁ ଆରମ୍ଭ । ଚଳିତ ବର୍ଷ ୨୦୨୫ରେ ତିଥି ବାହାରେ ୬୮ ସ୍ଥାନରେ ଇସ୍କନ ରଥଯାତ୍ରା କରିଛି।













Click it and Unblock the Notifications