ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ: ଭ୍ରାଟ ନେଇ ବିଭାଗକୁ ରିପୋର୍ଟ ମଗାଯାଇଥିବା କହିଲେ ମନ୍ତ୍ରୀ

ଆର୍‌ଆଇ, ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଭ୍ରାଟ ନେଇ ବିଭାଗକୁ ରିପୋର୍ଟ ମଗାଯାଇଥିବା କହିଲେ ମନ୍ତ୍ରୀ । ଅଭିଯୋଗ ଅନୁଯାୟୀ ଏହା ପରୀକ୍ଷା ପାଇଁ ଅନୁକୂଳ ପ୍ରକ୍ରିୟା ନୁହେଁ । ବ୍ଲାକଲିଷ୍ଟେଡ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ । ତ୍ରୁଟି ବିଚ୍ୟୁତି କେତେ ପରିମାଣରେ ହୋଇଛି , ଏହା ପଳାଫଳକୁ କେତେ ପ୍ରଭାବ ପକେଇବ , ତାକୁ ଅନୁଧ୍ୟାନ କରି ସରକାର ନିଷ୍ପତ୍ତି ନେବେ । ସମାଧାନ ପାଇଁ ସମସ୍ତ ଦ୍ୱାର ଖୋଲା, ପରୀକ୍ଷା ତ୍ରୁଟିଶୂନ୍ୟ ହେବା କଥା । ଉଚିତ ସିଥାନରେ ପରିକ୍ଷା ହେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

Irregularities in ARi exam
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+