IRCTC ସର୍ଭର ଡାଉନ୍, ହୋଇପାରୁ ନାହିଁ ଟିକେଟ୍ ବୁକିଂ

IRCTC Server Down: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ୱେବସାଇଟ୍ ଏବଂ ଆପ୍ 26 ଡିସେମ୍ବର ଗୁରୁବାର ଦିନ ସର୍ଭର ଡାଉନ୍ ହୋଇଛି । ଉଭୟ ୱେବସାଇଟ୍ ଏବଂ ଆପ୍ କାମ କରୁ ନାହିଁ । ସର୍ଭର ଡାଉନ ପାଇଁ ଲକ୍ଷ ଲକ୍ଷ ଯାତ୍ରୀ ଟିକେଟ୍ ବୁକ୍ କରି ପାରୁ ନାହାଁନ୍ତି । ସମସ୍ୟାର ସମ୍ନୁଖୀନ ହେବା ପରେ ସୋସିଆଲ ମିଡିଆରେ ଲୋକେ ଅଭିଯୋଗ କରିବା ଆରମ୍ଭ କରିଛନ୍ତି ।

IRCTC server down

ଅନଲାଇନ୍ ଆଉଟେଡର ଟ୍ରାକ୍ କରୁଥିବା ପ୍ଲାଟଫର୍ମ ଡାଉନଡିଟେକ୍ଟର ମଧ୍ୟ ରିପୋର୍ଟ କରିଛି ଯେ, IRCTC ସର୍ବର୍ ଡାଉନ୍ ରହିଛି । IRCTC ଆପ୍ ଖୋଲିବା ବେଳେ 'unable to perform action due to maintainance activity' error' ବୋଲି ଲେଖାଯାଉଥିବାର ଦେଖିବା ପାଇଁ ମିଳିଛି ।

ଇ-ଟିକେଟ୍ ପାଇଁ ଦାୟୀ ଭାରତୀୟ ରେଳବାଇର ଡିଜିଟାଲ୍ ଶାଖା ଆଇଆରସିଟିସି ନିଶ୍ଚିତ କରିଛି ଯେ ରକ୍ଷଣାବେକ୍ଷଣ କାର୍ଯ୍ୟା ଯୋଗୁଁ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ଇ-ଟିକେଟ୍ ବୁକିଂ ହୋଇ ପାରିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+