Get Updates
Get notified of breaking news, exclusive insights, and must-see stories!

ଆଜି ଅମିର ଖାନଙ୍କ ଝିଅ ଆୟରାଙ୍କ ବିବାହ, ଭାଇରାଲ ହେଉଛି ଏପରି ଫଟୋ

Ira Khan-Nupur Shikhare Wedding: ଆଜି ବଲିଉଡର ଅଭିନେତା ଆମୀର ଖାନଙ୍କ ଘରେ ସେଲିବ୍ରେସନର ମାହୋଲ । ଅଭିନେତାଙ୍କ ଘର ସଜା ଯିବା ସହ ଘରରେ ଲାଗିଛି ଅତିଥୀଙ୍କ ଭିଡ଼ । ବାସ୍ତବରେ ଆଜି ଆମୀର ଖାନଙ୍କ ବିବାହ । ଇରା ଖାନ ଆଜି ତାଙ୍କ ପ୍ରେମିକ ନୁପୁର ଶଖରେଙ୍କ ସହ ବିବାହ କରିବା ପାଇଁ ଯାଉଛନ୍ତି । ଗତକାଲି ଆୟରା ଖାନଙ୍କ ବିବାହ ପୂର୍ବ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି ଏବଂ ସଲମାନ ଖାନଙ୍କ ଘରେ ଆମୀରଙ୍କ ଝିଅଙ୍କର ମେହେନ୍ଦି ସମାରୋହ ଅନୁଷ୍ଠିତ ହୋଇଯାଇଛି ।

Ira Khan-Nupur Shikhare Wedding

ଆଜି ଇରା ଖାନ ନୁପୁର ଶିଖରଙ୍କୁ ବିବାହ କରିଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆୟରା ଏବଂ ନୁପୁର ଅପରାହ୍ନରେ କୋର୍ଟ ବିବାହ କରିବେ। ଏହା ପରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ତାଜ ଲ୍ୟାଣ୍ଡସ୍ ଆଣ୍ତ ହୋଟେଲରେ ସନ୍ଧ୍ୟା 7:00 ରୁ ବିବାହ ରିସେପ୍ସନ୍ ପାର୍ଟି ଆରମ୍ଭ ହେବ । ରିସେପ୍ସନ୍ ପାର୍ଟିରେ ଖାନ୍ ଏବଂ ଶିଖର ପରିବାରର ଅତିଥି ଯୋଗଦେବେ।

ଏହା ପରେ ଆମୀରଙ୍କ ଝିଅ ଏବଂ ଜ୍ବାଇଁ ଉଦୟପୁର ଯିବେ ଯେଉଁଠାରେ ସେମାନଙ୍କର ଗ୍ରାଣ୍ତ ଅନ୍ଦାଜରେ ପୁଣି ବିବାହ ହେବା ଅର୍ଥାତ୍ ଏହି ଦମ୍ପତିଙ୍କ ରାଜକୀୟ ବିବାହ ଜାନୁଆରୀ 8 ରେ ଅନୁଷ୍ଠିତ ହେବ । ଏହା ପରେ ଆମୀର ଖାନ ମୁମ୍ବାଇରେ ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ତ ପାର୍ଟିରେ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପାର୍ଟୀରେ ଶାହାରୁଖ ଖାନ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ସମସ୍ତ ବଡ ତାରକା ଯୋଗଦେବେ ବୋଲି ଆଶା କରାଯାଉଛି।

ଏସବୁ ମଧ୍ୟରେ ଆମୀର ଖାନଙ୍କ ଭାବି ଜ୍ୱାଇଁ ନୁପୁର ଶିଖର ମଧ୍ୟ ତାଙ୍କ ସୋସିଆଲ ମିଡିଆ ସାଇଟରେ ବିବାହ ପୂର୍ବର ଅନେକ କାର୍ଯ୍ୟକ୍ରମର ଫଟୋ ସେୟାର କରୁଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଜାନୁଆରୀରେ 2ରେ ନୁପୁର-ଇରାଙ୍କର ହଲଦି ଫଙ୍ଗସନ୍ ଆୟୋଜିତ ହୋଇଥିଲା। ଆମୀର ଖାନଙ୍କ ପୂର୍ବତନ ପତ୍ନୀ ରିନା ଦତ୍ତ ଏବଂ କିରଣ ରାଓ ତାଙ୍କ ପୁଅ ଆଜାଦଙ୍କ ସହ ନଜର ଆସିଥିଲେ। ପରେ ଆମୀର ଖାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+