କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର
କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍। ବିଏସଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ ଆଇପିଏସ୍ ରବି କାନ୍ତ। ସେହିପରି ବିଏସଏଫ୍ ଡିଆଇଜି ଭାବେ ଡେପୁଟେସନରେ ଯିବେ ଆଇପିଏସ୍ ମିତ୍ରଭାନୁ ମହାପାତ୍ର। ପୂର୍ବରୁ ଯାଇଥିଲେ ଆଇପିଏସ୍ କୁଟ୍ଟେ ଓ ଆଶିଷ ସିଂ।

ଦୁଇ ଜଣଙ୍କୁ ଓଡିଏସ ହୋମରେ ପୋଷ୍ଟିଂ କରାଯାଇଥିଲା । ସେମାନେ ଆଇପିଏସ୍ ମେସରେ ରହୁଥିଲେ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ ମିତ୍ରଭାନୁଙ୍କ ନାଁ ରାଜାଚକ୍ର ମାମଲାରେ ପଦାକୁ ଆସିଥିଲା ।












Click it and Unblock the Notifications