ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ । କୋଲକାତାରେ ଚିକିତ୍ସାଧିନ ଅବସ୍ଥାହରେ ଦେହାନ୍ତ ।

ଭୁବନେଶ୍ୱର । ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ । ଶୁକ୍ରବାର ରାତି 10.15ରେ ଦେହାନ୍ତ ହୋଇଥିବା ସୂଚନା । 1991 ବ୍ୟାଚର ଆଇପିଏସ୍ ଅଧିକାରୀ ରହିଥିଲେ ଦେବାଶିଷ । କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସପି ଭାବରେ ସେ କାର୍ଯ୍ୟ କରିଥିଲେ ।

ଦେବାଶିଷ ପାଣିଗ୍ରାହୀ

9ଟି ଉପନ୍ୟାସ ଓ 7ଟି କ୍ଷୁଦ୍ରଗଳ୍ପର ରଚୟିତା ଥିଲେ । 2002ରେ ଓଡିଶା ସାହିତ୍ୟ ଏକାଡେମୀର ପୁରଷ୍କାର ପାଇଥିଲେ । 2016 ଡିସେମ୍ବର 25ରୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିଲେ। କିଛି ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ସେ । ଗୁରୁତର ହେବାରୁ ଗତ 8 ତାରିଖରରେ ଇକମୋ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ନିଆଯାଇଥିଲା। ଏକ ସ୍ୱାତନ୍ତ୍ର ଏୟାର ଆମ୍ବୁଲାନ୍ସରେ ତାଙ୍କ କୋଲକାତା ନିଆଯାଉଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+