ବାତ୍ୟା ସମୟରେ କଟିବ ନାହିଁ ନେଟୱାର୍କ
Cyclone Dana: ବାତ୍ୟା 'ଦାନା'କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆଜି ରାତି ୩ଟାରୁ ଭୋର୍ ସମୟରେ ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନ ରହିଛି । ତେବେ ଭିତରକନିକା ଓ ଧାମରା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ଏହାକ ଅଧିକ ପ୍ରଭାବ ଦେଖିବା ପାଇଁ ମିଳିବ । ଏହି ସମୟରେ ୧୦୦ରୁ ୧୨୦ କିମି ବେଗରେ ପବନ ବହିବା ସହ ପ୍ରତି ପ୍ରବଳ ବର୍ଷା ହେବ ।













Click it and Unblock the Notifications