ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ; ଆଜି ସକାଳ ୬ ରୁ କାଲି ସକାଳ ୬ ଯାଏ ଇଣ୍ଟରନେଟ ସେବା ବନ୍ଦ

ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ । ଆଜି ସକାଳ ୬ ରୁ ଆସନ୍ତାକାଲି ସକାଳ ୬ ଯାଏ ଇଣ୍ଟରନେଟ ସେବା ବନ୍ଦ । ଭଦ୍ରକ ବ୍ଲକ ଓ ପୌରାଞ୍ଚଳ, ତିହିଡି ବ୍ଲକ ଅଂଚଳ, ଧାମନଗର ବ୍ଲକ ଓ NAC ଅଂଚଳ ରେ ଇଣ୍ଟର ନେଟ ସେବା ବନ୍ଦ ରହିବ । ଗୋ ସେବକଙ୍କ ମୃତ୍ୟୁ ପରେ ଏଭଳି ନିଷ୍ପତି ନିଆଯାଇଛି । ସାମ୍ଭାବ୍ୟ ଆଇନ ଶୃଙ୍ଖଲା ପରିସ୍ଥିତିକୁ ମୁକାବିଲା ପାଇଁ ଭଦ୍ରକ, ତିହିଡି ଏବଂ ଧାମନଗର ଅଂଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Internet services suspended for 24 hours in Bhadrak
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+