ରାଜଧାନୀରେ ପ୍ରେରଣାଦାୟୀ ଘଟଣା: ଅଳିଆ ସଂଗ୍ରହ ହେଉଥିବା ବେଳେ ପାଇଥିବା ମୁଦି ପ୍ରକୃତ ମାଲିକକୁ ଫେରାଇଲେ

ରାଜଧାନୀରେ ଏକ ପ୍ରେରଣାଦାୟୀ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ପରେ ସମସ୍ତେ ପ୍ରଶଂସା କରିଛନ୍ତି । ଦୁଆରରୁ ଦୁଆର ଅଳିଆ ସଂଗ୍ରହ ହେଉଥିବା ବେଳେ ଏକ ସୁନା ମୁଦି ଭୁବନେଶ୍ଵରର ୩୯ ନମ୍ୱର୍ ୱାର୍ଡ଼ରୁ ମିଳିଥିଲା । ଆଉ ପରେ ଏହି ମୁଦିଟି ତାର ପ୍ରକୃତ ମାଲିକକୁ ଫେରା ହୋଇଛି ।

ୟୁନିଟ୍ ୮ ୱେଲ୍ଥ ସେଣ୍ଟରରେ ଏହି ମୁଦି ମିଳିବା ପରେ ତାର ପ୍ରକୃତ ମାଲିକ କିଏ , ଖୋଜା ଯାଇଥିଲା । ପରେ ପ୍ରକୃତ ମାଲିକକୁ ଏହି ମୁଦି ଦିଆଯାଇଛି । ଜେଏସଇ ମ୍ୟାଡାମଙ୍କ ଉପସ୍ଥିତିରେ ଏହା ଫେରାଯାଇଛି ।

gold ring

ସୂଚନା ଯୋଗ୍ୟ, ଅଳିଆ ସଂଗ୍ରହ ହେଉଥିବା ବେଳେ ଏକ ସୁନା ମୁଦି ଭୁବନେଶ୍ଵରର ୩୯ ନମ୍ୱର୍ ୱାର୍ଡ଼ରୁ ମିଳିଥିଲା । ପରେ ଏହାର ପ୍ରକୃତ ମାଲିକକୁ ଫେରା ହୋଇଛି । ଏହାକୁ ସମସ୍ତେ ପ୍ରଶଂସା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+