ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା, କହିଲେ ଏବେ ...

ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।ଏବେ ଦେଖାଯାଉଥିବା କୋଭିଡ୍‌ କେସକୁ ଲହର କୁହାଯାଇପାରିବ ନାହିଁ' । ଦୁଇ ତିନିଟି ଲହର ପରେ ଏହା ସାଧାରଣ ଥଣ୍ଡା କାଶ ରୋଗରେ ପାଲଟିଛି' । ମଝିରେ ମଝିରେ କୋଭିଡ୍‌ ହେଉଛି, କେହି ଗୁରୁତର ହେଉନାହାନ୍ତି' । 'ଅକ୍ଟୋବର ଯାଏଁ ପଜିଟିଭ ଆସୁଥିଲା, ଏବେ ଜଣେ ପଜିଟିଭ ଚିହ୍ନଟ' । ତାଙ୍କର ବିଭିନ୍ନ ରୋଗ ପାଇଁ ଦେହ ଖରାପ ଥିଲା, କୋଭିଡ୍‌ ନୁହେଁ' । ଭାରିଆଣ୍ଟ ଜାଣିବାକୁ ନମୁନାକୁ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି' । କୋଭିଡ୍‌ ଲାଗି ରାଜ୍ୟ ସରକାର ପ୍ରସ୍ତୁତ, ଭୟଭୀତ ହୁଅନ୍ତୁ ନାହିଁ' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+