ସୁଭଦ୍ରା ଯୋଜନା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ସୂଚନା: ଡିବିଟି କରିନଥିଲେ ବ୍ୟାଙ୍କ୍ ଯିବାକୁ ଅପିଲ୍ କଲେ ଉପମୁଖ୍ୟମନ୍ତ୍ରୀ

Subhadra Yojana: ସୁଭଦ୍ରା ଯୋଜନା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ବଡ଼ ସୂଚନା । ଡିବିଟି କରିନଥିଲେ ବ୍ୟାଙ୍କ୍ ଯାଇ ତୁରନ୍ତ ଆକ୍ଟିଭ୍ କରିବା ପାଇଁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯାହା ପରେ ତୁରନ୍ତ ଆକାଉଣ୍ଟକୁ ଟଙ୍କା ଆସିବ । ତେବେ ଯେ ପର୍ଯ୍ୟନ୍ତ ଡିବିଟି ଆକ୍ଟିଭ୍ ହେବ ନାହିଁ ସେ ପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା କିସ୍ତି ଆକାଉଣ୍ଟକୁ ଯିବ ନାହିଁ ।

Subhadra Yojana money

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଅଙ୍ଗନବାଡ଼ି କେନ୍ଦ୍ର , ବ୍ଲକରେ ରିଜେକ୍ଟ ମହିଳାଙ୍କ ନାଁର ତାଲିକ ରହିଛି । ସୁଭଦ୍ରା କମିଟି ସହସ୍ୟଙ୍କୁ ଭେଟନ୍ତୁ ତାଙ୍କ ସହ ପରାମର୍ଶ କଲେ ନାଁ ଯୋଡି ହେବ । ସେହିପରି ମାର୍ଚ୍ଚ ୮ ତାରିଖ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯୋଗ୍ୟ ହୋଇଥିଲେ ପୁଣିଥରେ ଆବେଦନ କରନ୍ତୁ । ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ମିଳିସାରିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+