ହୀରାକୁଦରେ ଇନଫ୍ଲୋ ବଢ଼ିଛି; ପଦ୍ମପୁରରେ ସର୍ବାଧିକ ୮୮ ମିମି ବର୍ଷା

ଜଳକା ନଦୀରେ ଏବେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ଲଗାଣ ବର୍ଷାକୁ ନେଇ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ବାଲେଶ୍ୱରର ବସ୍ତା ଅଂଚଳ ପ୍ରଭାବିତ ହେବ କହିଲେ ସର୍ବୋଚ୍ଚ ଯନ୍ତ୍ରୀ। ଏନେଇ ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଛି କହିଲେ ।

ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ । ଗତକାଲି ୧୫ଟି ବ୍ଲକ୍‌ରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ପଦ୍ମପୁରରେ ସର୍ବାଧିକ ୮୮ ମିମି ବର୍ଷା ହୋଇଛି । ମହାନଦୀରେ ଏବେ ବନ୍ୟା ସ୍ଥିତି ନାହିଁ, ଉପର ମୁଣ୍ଡରେ ୧୯ ମିମି ବର୍ଷା ହୋଇଛି ।

Inflow has increased in Hirakud

ହୀରାକୁଦରେ ଇନଫ୍ଲୋ ବଢ଼ିଛି, ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦରେ ଏବେ ୬୨୬.୫୮ ଫୁଟ୍‌ ଜଳ ସ୍ତର ରହିଛି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଆଉ ୪ଟି ଗେଟ୍‍ ଖୋଲାଯାଇଛି । ବର୍ତ୍ତମାନ ୨୦ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୨୬.୩୩ଫୁଟ । ଜଳଭଣ୍ଡାରକୁ ୨ଲକ୍ଷ ୯୪ହଜାର ୮୫୮କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦ ପାଣି ଛାଡିବା ପରେ ମହାନଦୀରେ ଜଳସ୍ତର ବଢୁଥିବାରୁ ଏଠାରେ ବନ୍ୟା ଆଶଙ୍କା ରହିଛି । ହୀରାକୁଦରେ ଧୀରେ ଧୀରେ ଜଳସ୍ତର ବଢିବାରେ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ରମାଗତ ଭାବେ ଗେଟ୍‍ ଗୁଡିକ ଖୋଲାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+