ରାଜଧାନୀରେ ଅଘଟଣ, ଗୁଡ଼ିର ମାଞ୍ଜା ସୂତା ଲାଗି ଯୁବକ ଗୁରୁତର
ମକର ସଂକ୍ରାନ୍ତି ପୂର୍ବରୁ ସାମ୍ନାକୁ ଆସିଲା ଗୁଡ଼ି ଉଡ଼ା ଜନିତ ଅଘଟଣ । ରାଜଧାନୀରେ ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର । ରାଜଧାନୀରେ ସାମ୍ନାକୁ ଆସିଲା ଗୁଡ଼ି ଉଡ଼ା ଜନିତ ଅଘଟଣ ।

ଗୁଡ଼ି ମାଞ୍ଜା ସୂତା ଲାଗି ଗୁରୁତର ଆହତ ହେଲେ ଯୁବକ । ଯୁବକଙ୍କ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି । ଫଳରେ ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାଜଧାନୀ ଭୁବନେଶ୍ୱର ସହରର ପୋଖରୀପୁଟ ଅଞ୍ଚଳରେ ଏହି ଘଟଣା ଘଟିଛି ।












Click it and Unblock the Notifications