ହୋଲିରେ ଅଘଟଣ: ନଦୀରେ ବୁଡ଼ି ଯୁବକ ନିଖୋଜ, ପୋଖରୀରେ ବୁଡି ଜଣେ ମୃତ

ହୋଲିରେ ଅଘଟଣ । ଆଜି ମନ ଖୁସିରେ ରଙ୍ଗର ପର୍ବକୁ ପାଳନ କରୁଛି ସାରା ଦେଶ । ହେଲେ ବଲାଙ୍ଗୀର ସହର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବରପଡାରେ ଘଟିଛି ଅଘଟଣ । ହୋଲି ଖେଳିବା ପରେ ନଦୀରେ ଗୋଧୋଇବା ପାଇଁ ଯାଇ ଜଣେ ଯୁବକ ନିଖୋଜ ଅଛନ୍ତି ।

 drowned in river

Holi 2023: ହୋଲିରେ ଅଘଟଣ । ଆଜି ମନ ଖୁସିରେ ରଙ୍ଗର ପର୍ବକୁ ପାଳନ କରୁଛି ସାରା ଦେଶ । ହେଲେ ବଲାଙ୍ଗୀର ସହର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବରପଡାରେ ଘଟିଛି ଅଘଟଣ । ହୋଲି ଖେଳିବା ପରେ ନଦୀରେ ଗୋଧୋଇବା ପାଇଁ ଯାଇ ଜଣେ ଯୁବକ ନିଖୋଜ ଅଛନ୍ତି ।

ନିଖୋଜ ଯୁବକ ଜଣକ ହେଲେ ରାଜକିଶୋର ସେନାପତି । ଖବର ଅନୁସାରେ, ହୋଲି ଖେଳି ସାରି ରାଜକିଶୋର ଚିତ୍ରୋତ୍ପଳା ନଦୀକୁ ଗାଧୋଇ ଯାଇଥିବା ବେଳେ ପାଣିରେ ବୁଡି ନିଖୋଜ ଅଛନ୍ତି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରିହିଛି ।

ସେହିପରି କନ୍ଧପାଳି ପଡ଼ାରେ ଜଣେ ଯୁବକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତକ ଜଣକ ହେଲେ ୨୧ ବର୍ଷୀୟ ଯୁବକ ରାହୁଲ ଭାଟି । ରାହୁଲ ସାଙ୍ଗ ମାନଙ୍କ ସହ ରଙ୍ଗ ଖେଳିବା ପରେ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନା ପୋଲିସ ମୃତ ଦେହ ଉଦ୍ଧାର କରି ସବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+